Kabisurya Nagar Social Team Presents

Sunday, January 28, 2018

ସାପକୁ ପୋଷା ମନେଇ ପାଖରେ ଶୁଆଉଥିଲେ ମହିଳା, ତା’ପରେ କ’ଣ ହେଲା ଶୁଣିଲେ ଆପଣ ଚମକି ପଡ଼ିବେ


ଅଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ। ଜଣେ ମହିଳା ଅନେକ ଧରି ଏକ ଅଜଗର ସାପକୁ ପୋଷା ମନେଇ ନିଜ ପାଖରେ ରଖିଥିଲେ। ଖାଲି ରଖିନଥିଲେ, ରାତିରେ ଶୋଇବା ବେଳେ ବି ମହିଳା ଜଣକ ସେହି ସାପ ସହ ଗୋଟାଏ ବିଛଣାରେ ଶୋଉଥିଲେ। ମାତ୍ର ଅସଲ କଥାଟି ଜାଣିଲେ ଆପଣ ଚମକି ପଡ଼ିବେ ନିଶ୍ଚୟ। ଆସନ୍ତୁ ଜାଣିବା ହିଂସ୍ର ଯନ୍ତୁ ସାପକୁ ପୋଷିବାର ଶେଷ ପରିଣତି କ’ଣ ହେଲା।
ସାପଟି ମହିଳାଙ୍କ ସହ ଦିନ କାଟିବାରେ ଲାଗିଥାଏ। ମହିଳା ଜଣକ ତାକୁ ଖୁବ୍‌ ଶ୍ରଦ୍ଧା କରୁଥାନ୍ତି। ମାତ୍ର ହଠାତ୍‌ ସାପଟି ଖାଇବା ଛାଡ଼ିଦେଲା। ଦୀର୍ଘ ଦିନ ପର୍ଯ୍ୟନ୍ତ କିଛି ଖାଇଲା ନାହିଁ। ମହିଳା ଜଣକ ଚିନ୍ତାରେ ପଡ଼ିଗଲେ। ଏଭଳି ଭାବେ ଅନେକ ଦିନ ନଖାଇଲେ ତାଙ୍କ ପୋଷା ସାପ କାଳେ ଅସୁସ୍ଥ ହୋଇପଡ଼ିବ ଭାବି ସେ ଜଣେ ଜାଣିବା ଶୁଣିବା ଲୋକଙ୍କ ପରାମର୍ଶ ନେଲେ। ଶେଷରେ ସେ ଲୋକ ଜଣକ ମହିଳାଙ୍କୁ ଯାହା କହିଲେ ଆପଣ ଶୁଣିଲେ ଆପଣଙ୍କ ଚେତା ଉଡ଼ିଯିବ।
ସାଧାରଣତଃ ଅଜଗର ଅସୁସ୍ଥ ହୁଅନ୍ତି ନାହିଁ। ସେ ଖାଇବା ଛାଡ଼ିବାର କାରଣ ତା’ର ଶାରୀରିକ ଅସୁସ୍ଥତା ନୁହେଁ। ବାସ୍ତବ କଥାଟି ହେଉଛି ଅଜଗରମାନେ କିଛି ଗୋଟେ ବଡ଼ ଶିକାର କରିବାର କିଛି ଦିନ ପୂର୍ବରୁ ଆଗ ପେଟ୍‌ ଫାଙ୍କା କରିଥାନ୍ତି। ସେହି ଅଜଗରଟି ବି ସେମିତି ଯୋଜନା କରିଥିଲା। ସେ ଯୋଜନା କରିଥିଲା ଯେ କିଛି ଦିନ ପେଟ ଖାଲି କରି ନିଜକୁ ଭୋକିଲା କରିବା ପରେ ତାକୁ ପୋଷିଥିବା ମହିଳା ଜଣକୁ ସେ ଗିଳିବ ବୋଲି। ପ୍ରତିଦିନ ରାତିରେ ସେ ମହିଳାଙ୍କ ସହ ଲେସି ହୋଇ ଶୋଉଥିଲା ବୋଲି ମହିଳା ଜଣକ ଖୁସି ହେଉଥିଲେ, ମାତ୍ର ସେ ସମୟରେ କିନ୍ତୁ ସେ ମହିଳାଙ୍କ ଓଜନ ଏବଂ ଆକୃତି ମାପୁଥିଲା। ଆଉ କେତେ ଦିନ ପରେ ସେ ମହିଳାଙ୍କୁ ଖାଇବାରେ ସମର୍ଥ ହେବ ବୋଲି ଚିନ୍ତା କରି ପ୍ରତିଦିନ ରାତିରେ ପରଖୁଥିଲା।



Friday, December 15, 2017

Happy new year 2018


                                                               DISCOVER KABISURYA NAGAR

https://www.youtube.com/channel/UCeCT1XEVcAEUa1poAcL-byQ
https://www.youtube.com/channel/UCc_aW9_wJcjF8wo2UYCjC_Q
https://www.youtube.com/channel/UCwmWEh8pmCc5BsiwGtROvXQ
https://www.youtube.com/channel/UCiBxN_kMDmPMq-yw4kJxB2w
https://www.youtube.com/channel/UChDWHTsn7gyJ5prnNGI6KMA
https://www.youtube.com/channel/UCrX6YoI3OY3UQLiXCxk4hlQ
https://www.youtube.com/channel/UCZqGWrBs0HzTCcr0rwhNdxQ
https://www.youtube.com/channel/UCoaqRQZ23XCn1ntO9d1rDcA
Odia technology
https://www.youtube.com/channel/UCv7ZnUN1kjlDkRUHJzdkwMA
https://www.youtube.com/channel/UCQCBVTiENNdZu721nXQuX5w
Danda Nacha
https://www.youtube.com/channel/UCvi6MKmVwcPh9a6RkKT5JLw

Sunday, November 12, 2017

MODI -our HERo


ଚିନ୍ତା କରନ୍ତୁ ଯଦି ନରେନ୍ଦ୍ର ମୋଦି ଆହୁରି ପାଞ୍ଚ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଭାବେ ରହିବେ ତ କଣ ହେବ
ଆଜି କିଛି ତୁଳନାତ୍ମକ ଅଧ୍ୟୟନ କରୁଛି
👉ଏକଦା ଆଫଗାନିସ୍ତାନ ରେ ବୌଦ୍ଧ ମଠ, ମନ୍ଦିର କୁ ତୋପ ସାହାଯ୍ୟ ରେ ଉଡାଇ ଦିଆଯାଇଥିଲା । ଆଉ ଆଜି ସେଠାକାର ରାଷ୍ଟ୍ରପତି ଆମ ଦେଶ ପାଇଁ ଏତେ ଘନିଷ୍ଠ ବନ୍ଧୁ ଯେ ଆମଦେଶ ଉପରେ ଆତଙ୍କବାଦୀ ଆକ୍ରମଣ ହେଲା ତ ସେ   ସାର୍କ ସମ୍ମିଳନୀ କୁ ପାକିସ୍ତାନ ଯିବା ପାଇଁ ମନା କରିଦେଲେ ।
👉ଏକଦା ଯେତେବେଳେ ଇରାନ ଆମର କୌଣସି କଥା ଶୁଣୁ ନଥିଲା, ଆଜିସେ ଭାରତ କୁ ଚବାହାର ବନ୍ଦର ନିର୍ମାଣ ଆଉ ଇରାନ ରେ ଆମ ସୈନିକ ରଖିବା ପାଇଁ ଅନୁମତି ପ୍ରଦାନ କରିଛି ।
👉ଏକଦା ସମୟ ଥିଲା ଉତ୍ତର ପୂର୍ବ ଭାରତ ରେ ଆତଙ୍କବାଦୀ ମାନେ ଆକ୍ରମଣ କରି ମ୍ୟାଁମାର ଖସି ପଳାଉଥିଲେ । ଆଜି ସେଠାକାର ସରକାର ର ସହଯୋଗ ରେ ଇଣ୍ଡିଆନ ଆର୍ମି ସେଠାକୁ ଯାଇ ତାଙ୍କ ଆତଙ୍କବାଦୀ ଶିବିର କୁ ବିଧ୍ବଂସକରି ଫେରିଆସିଲେ ।
👉ଏକଦା ସମୟ ଥିଲା ଯେତେବେଳେ ଆରବ ଦେଶ ପାକିସ୍ତାନ ସହ ଛିଡା ହେଉଥିଲେ । ଦାଉଦକୁ ବର୍ଷ ବର୍ଷ ଧରି ଶରଣ ଦେଉଥିଲେ। ଆଜି ସାଉଦିଆରବ ଦାଉଦର ସମସ୍ତ ସମ୍ପତ୍ତି କୁ ବ୍ୟାଜ୍ୟାପ୍ତି କରିଦେଇଛି ।
👉ଏକଦା ସମୟ ଥିଲା ମୁସଲିମ ଦେଶ ଭାରତ କୁ ଦୁର୍ବଳ ଆଉ ଗରିବ ଭାବୁଥିଲେ । ଆଜି କଣ ହେଲା ଯେ ସେମାନେ ଭାରତ ର ପିଏମ୍ ର ଆଗମନରେ ନିଜ ଦେଶ ରେ ପ୍ରଥମ ହିନ୍ଦୁ ମନ୍ଦିର ନିର୍ମାଣ ପାଇଁ ଜମି ଦେଇଦେଲେ ।
👉ଆଜି ଅଚାନକ କଣ ହେଲା ଯେ ବୁର୍ଜ ଖଲିଫା ତ୍ରୀରଙ୍ଗା ରଙ୍ଗ ରେ ରଙ୍ଗାୟିତ ହେବାରେ ଦେଖିବାକୁ ମିଳିଲା ।
👉ଆଜି ଅଚାନକ କଣ ହେଲା ଯେ ଆମ ୨୬ ଜାନୁଆରୀ ପ୍ୟାରେଡ଼ ରେ UAE ର ଫୌଜଦଳ ସାମିଲ ହୋଇଗଲେ ।
👉ଆଜି ଅଚାନକ କଣ ହେଲା ଯେ ଭାରତ ର ଏତେ ସାହସ, ସାମର୍ଥ୍ୟ ଆସିଗଲା ଯେ ଚୀନ ସୀମାରେ ଅରୁଣାଚଳ ପ୍ରଦେଶର ବୋର୍ଡର ସଡକ ନିର୍ମାଣ କରିଦେଲା, ହବାଇ ପଟ୍ଟି ନିର୍ମାଣ କଲା, ୧୦୦ ମିଶାଇଲ ବି ସାମିଲ କରିଦେଲା ଆଉ ଟ୍ୟାଙ୍କ ଡିଭିଜନ ପୋଷ୍ଟ କରିଦେଲା ।
👉ଆଜି ଅଚାନକ କଣ ହୋଇଗଲା ଯେ USA ର ନବନିର୍ବାଚିତ ପ୍ରେସିଡେଣ୍ଟ ସର୍ବପ୍ରଥମେ ଭାରତ ର ପ୍ରଧାନମନ୍ତ୍ରୀ ଙ୍କୁ ଫୋନ କରି କୃତଜ୍ଞତା ବ୍ୟକ୍ତ କଲା ।
👉ଆଜି ଅଚାନକ କଣ ହେଲା ଯେ ଅଷ୍ଟ୍ରେଲିଆ ଭାରତ କୁ ଇଉରାନିୟମ ଦେବାପାଇଁ ରାଜି ହୋଇଗଲା ।
👉ଆଜି ଅଚାନକ କଣ ହେଲା ଯେ ଜାପାନ ଭାରତ ସହିତ ମିଳିତ ଯୁଦ୍ଧ୍ୟାଭ୍ୟାସ କଲା ।
👉ଆଜି ଅଚାନକ ଇସ୍ରାଏଲ କହିଲା ଭାରତ ସହ ଯୁଦ୍ଧ କରିବା ପୂର୍ବରୁ ପ୍ରଥମେ ଇସ୍ରାଏଲ ସହ ଯୁଦ୍ଧ ସାମନା କରିବାକୁ ପଡିବ ।
👉 ଏତେସବୁ ଦେଖିଲା ପରେ ମନ ମୋର ଉତ୍ତର ଦେଲା ଏହି ସବୁ ପରିବର୍ତ୍ତନ ଆସିଛି ମାତ୍ର ୩ବର୍ଷ ରେ ମୋଦିଜୀ ଙ୍କ ଆଗମନ ସହିତ ।
🔷ପ୍ରଶ୍ନ- କଣ ଭାରତ ରେ ନରେନ୍ଦ୍ର ମୋଦିଙ୍କ ବ୍ୟତୀତ ବର୍ତ୍ତମାନ ନେତା ମାନଙ୍କ ପରି ଲାଲୁ, ମୁଲାୟମ, ଅଖିଳେଶ, ସୋନିଆ, ମମତା,ନବୀନ, ମାୟାବତୀ, କେଜରିୱଲ, ରାହୁଲ ଆଦିଙ୍କ ମଧ୍ୟରୁ କୌଣସି ନେତା ଙ୍କ ର ଏହି ଦକ୍ଷତା ଅଛି ଯେ ସାରା ବିଶ୍ବକୁ ନିଜ ପକ୍ଷରେ ଆଣି ନତମସ୍ତକ କରିପାରିବ ??
ଆଜି ଦେଶର ଏମିତି ପରିବେଶ ଆସିଯାଇଛି ଯେ ସବୁ ପ୍ରକାର ଛଦ୍ମସେକୁଲାରବାଦୀ,  ରାଷ୍ଟ୍ରଦ୍ରୋହୀ, ଗଦ୍ଦାର ଙ୍କୁ ଦେଶଦ୍ରୋହୀ ଘୋଷିତ କରିଦିଆଯାଉ ବୋଲି ଜନମାନସରେ ଦାବି ଉଠିଲାଣି !!
🔸🔸🅰💲🆗🔸🔸
ମୋ ଜୀବନ ହେଉଛି ତ୍ରୀରଙ୍ଗା
ମୋ ମାଆ ହେଉଛି ଭାରତ
ବନ୍ଦେମାତରମ୍ ।
🔶🔶🔶🔶🔶🔶🔶🔶
🇮🇳Yes we can
Bharat Mata ki jai🇮🇳

Sunday, November 5, 2017

Kartika Masa Chada khai Form-


5 Nov.  ଛାଡଖାଇ  ପାର୍ଟି ଯୋଗଦାନ ଫର୍ମ  !!

ନାମ :- ______ ବୟସ :- __
ଠିକଣା :- ________
__________
__________

ଫୋନ ନମ୍ବର :- ____

ମଦ ପ୍ରକାର :- ______

ମଦ ବ୍ରାଣ୍ଡ ନାମ :- _____

କାହା ସହ ପିଇବେ :
(ପାଣି /ସୋଡା଼/ କୋକ/ ବରଫ)

ଚଖନା :- _______

ଶାକାହାରି / ମାଂସାଶି : _____

କଣ ଖାଇବେ :- _______

ଚାନ୍ଦା : 1100/- ମାତ୍ର

------------------
ସ୍ଵାକ୍ଷର

ବିଶେଷ ସୂଚନା:

- ସ୍ତ୍ରୀ ର ଅନୁମତି ପତ୍ର ଆବଶ୍ୟକ
- 500 ଏବଂ 1000 ନୋଟ ଗ୍ରହଣୀୟ ନୁହେଁ  ।
- ପାର୍ଟି ର ଜାଗା 2 ଦିନ ଆଗରୁ ସୂଚିତ କରାଯିବ ।

-ଗ୍ରୁପ ସଂଚାଳକ ଦ୍ୱାରା ଜନହିତ ରେ ଜାରି
🙋🏻‍♂ 


Friday, October 20, 2017

friends forever -Odia Story




 Friends     ଆଜି ଆମେ ଦେଖିବା    (love  ବଡ  ନା    friend    ବଡ)
  ଗୋଟିଏ ପୁଅ  କୁ  cancer  ହୋଇଥିଲା ତା ପାଖରେ କେବଳ ଗୋଟିଏ ଦିନ  time ଥିଲା   ବଚିଂବା  ପାଇଁ         ସେ ପୁଅ ଟି   hospital  ରେ ଥିଲା   ସେ ପୁଅ ଟି ତାକୁ cancer  ହୋଇଛି ବୋଲି କାହାକୁ କିଛି କହୀ ନଥିଲା      ସେ ପୁଅ ର  ଗୋଟିଏ girlfriend ଭି ଥିଲା ସେ ପୁଅ ଟି ଭାବିଲା ମୁ କେବଳ ଆଊ  ଗୋଟିଏ ଦିନ ବଚିଂବୀ  ତା ଆଗରୁ ସମସ୍ତଙ୍କ ସହିତ କଥା ହେଇଜିବୀ 
ତା ପରେ ସେ ପୁଅଟିଏ   first  ତାର girlfriend ପାଖକୁ message କରିଲା ସେ ଲେଖିଥିଲା  ମୁ ସବୁଦିନ ପାଇଁ ତମକୁ ଛାଡି ଚାଲି ଜାଉଛି  ତମ ସହିତ ଆଉ କେବେ ଭି କଥା ହୋଇ ପାରିବିନି      ତାର girlfriend  ତାକୁ reply କରିଲା      ଏମିତି କାହିଁକି କହୁଛ  ମୁ କିଛି ଭୂଲ କରିଛି କି ତା  ପରେ ପୁଅ ଟି ଲେଖିଲା    ସେମିତି କିଛି ନାହି   ତମେ ମତେ ଭୁଲି ଜାଅ 
ତା ପରେ ସେ ପୁଅ ଟି  ତାର friends  ମାନଙ୍କୁ message  କରିଲା    ମୁ ସବୁଦିନ ପାଇଁ  ତମ ମାନଙ୍କୁ ଛାଡି ଚାଲି ଜାଉଛି   ତମ ମାନଙ୍କୁ ମୁ କେବେ ଭି ଭୁଲି ପାରିବିନି  ଲେଖୀକି  message  କରିଲା ତା ପରେ ତାର  friends  ମାନେ ତାକୁ reply  କରିଲେ         ଆବେ  ତୁ  ଏବେ କଣ କରୁଚୁ    କେଉଁଠି ଅଛୁ   ଏମିତି     message  କାହିଁକି  କରିଲୁ   ଠିକ୍ ଅଛି  ତୁ  ଏକୁଟିଆ କୁଆଡେ ଜାଉଛୁ    କେଉଁଠାରୁ ଅଛୁ  କହ    ଆମେ ଭି  ତୋ ସାଥିରେ ଜିବୁ ଆମକୁ ଏକୁଟିଆ ଛାଡି କୁଆଡେ ଜାଉଛୁ   ତୁ କେଉଠେ ଅଛୁ କହ   ଆମେ  ସବୁ ସମସ୍ତେ ମିଶି କରି ଜିବା     friends ମାନଙ୍କ   ଏହି କଥା ସୁଣି  ସେ ପୁଅର ଆଖି ରୁ  ଲୁହ ବାହାରି ପଡିଲା                    
ଦେଖିଲେ  ତ  ସାଙ୍ଗମାନେ ସାଙ୍ଗମାନଙ୍କ ଠୁ  ବଡ କେହି ଭି ହୋଇପାରେ ବେନି       କାହିଁକି ନା  ଆମଆମର ସାଙ୍ଗମାନେ  ସବୁ ବେଳେ ଆମ ସାଥୀରେ ରୁହନ୍ତି       girlfriend  ତ  କେବଳ  time pass ହେଲେ ସାଙ୍ଗମାନେ  time pass ନୁହ   ସେ ସବୁବେଳେ ଆମ ସାଥିରେ ରୁହନ୍ତି           friend  is   friend           I love u   friends     ସାଙ୍ଗ ମାନଙ୍କୁ  ଜଦି ସତରେ    love  କରୁଛ      ତାହାହେଲେ   share  କର   ଜଦି ସାଙ୍ଗକୁ love କରୁନ     ତାହାହେଲେ  ଏହି  post  କୁ  delete  କରିଦିଅ      ତମକୁ ତମ ସାଙ୍ଗ ର   ରାଣ      

Happy Dipawali -odia funny msg


--------++++++++++++++++----------


💞ବଡ ଵଡୁଆ ହୋ Luna ଆସ 💞
💞 Palsar ଯାଅ💞
💞College ଯାଅ କି💞
💞 Park ଯାଅ💞 
💞Network ଥିଵା💞
💞ଜାଗାରେ ଥାଅ
💞ବଡ ବଡୁଆ ହୋ💞
💞 ଅନ୍ଧାରରେ💞 ଆସ💞
💞ଆଲୁଅରେ ଯାଅ💞
💞Safal ଖାଅ💞 bimala💞 💞ଖାଅ 4ଜି💞💞ମୋଵାଇଲଧରିଥାଅ📱
💞୨୨ପାହାଚରେ💞 ବସି💞
💞Facebook💞
💞wathsaap 💞 💞ଚଲାଉଥାଅ💞
🚀ହେପି ଦୀପାବଳି 🚀

Saturday, October 7, 2017

Kartik purnama

Kartik (Damodar)...
The Holiest Month...
Kartik (Damodar) is the best, the purest of purifiers, and most glorious of all months. Kartik month is particularly dear to Lord Sri Krishna. This month is full of bhakta vatsalya. Any vrata, even the smallest, will yield huge results. The effect of performing a Kartik Vrata lasts for one hundred lifetimes, Kartik or the festival of offering lamps to Lord Krishna, glorifies Lord Krishna’s pastime of being bound with ropes by Mother Yashoda.